ଆଇଏଏସସ୍ତରରେ ଅଦଳବଦଳ; ନିକୁଞ୍ଜ ଧଳ ହେଲେ ଅବକାରୀ ବିଭାଗ ପ୍ରମୁଖ ସଚିବ

ଆଇଏଏସ ନିକୁଞ୍ଜ ଧଳଙ୍କୁ ଅବକାରୀ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତ ଦେଇଛନ୍ତି ରାଜ୍ୟ ସରକାର।

ଶ୍ରୀ ଧଳ ଏଣିକି ଶକ୍ତି ବିଭାଗ ସହ ଅତିରିକ୍ତ ଭାବେ ଅବକାରୀ ସଚିବ ଓ ଗ୍ରୀଡ଼କୋ ଅଧ୍ୟକ୍ଷ ଦାୟିତ୍ୱରେ ରହିବେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version