ଆଇଆଇସି ସୁଶାନ୍ତ ଶତପଥୀ ଚାକିରୀରୁ ବହିଷ୍କୃତ

ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ ଚାକିରୀରୁ ବହିଷ୍କାର କରିଛନ୍ତି ଡିଜିପି।

ଗତ ୨୮ ତାରିଖରେ ଭିଜିଲାନ୍ସ ଦ୍ୱାରା ବନ୍ଧା ହୋଇଥିଲେ ଆଇଆଇସି।ସୁଶାନ୍ତଙ୍କ ଘରୁ ଭିଜିଲାନ୍ସ ଜବତ କରିଥିଲା ୩୭ ଲକ୍ଷରୁ ଊର୍ଦ୍ଧ୍ବ ନଗଦ କ୍ୟାସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes