ଅସ୍ମିତା ଖେଲୋ ଇଣ୍ଡିଆରେ ଆବୃତ୍ତିଙ୍କ ସଫଳତା

ଝାରସୁଗୁଡା ଠାରେ ଅନୁଷ୍ଠିତ ଅସ୍ମିତା ଖେଲୋ ଇଣ୍ଡିଆରେ ସୁବର୍ଣ୍ଣପୁରରେ ଜିଲ୍ଲା ବୀରମହାରାଜପୁରର ଖେଳାଳୀ ସଫଳତା ସାଉଁଟିଛନ୍ତି । ୧୪ରୁ କମ ବୟସ ପେନକାକ ସିଲାଟ ବର୍ଗରେ ଭାଗ ନେଇ ସ୍ଥାନୀୟ ଲତୁରପେଟ ଗ୍ରାମ ନିବାସୀ ଆବୃତ୍ତି ସେଠୀ ସ୍ଵର୍ଣ୍ଣ ପଦକ ପାଇଥିବା ଜଣାଯାଇଛି । ଏହା ଜଣାପଡ଼ିବା ପରେ ବହୁ ଲୋକ ଆବୃତ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes