ଗୋପାଳପୁର ମତ୍ସ୍ୟଜୀବୀ ସମ୍ପ୍ରଦାୟର ତୋଟାଲାଆମ୍ମା ଠାକୁରାଣୀ ମା ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି । ଗତ କାଲି ମଧ୍ୟ ରାତିରୁ ସ୍ଥାୟୀ ମନ୍ଦିର ରୁ ବାହାରି ଗ୍ରାମ ପରିକ୍ରମା କରି ଆଜି ଭୋର୍ ସକାଳୁ ଅସ୍ଥାୟୀ ମଣ୍ଡପରେ ପହଞ୍ଚିଥିଲେ।
ମା ଙ୍କ ନିତିକାନ୍ତୀ ଭାବେ ପୁଜାର୍ଚ୍ଚନା ପୁରୋହିତ ଟୁନା ପାତ୍ର ଦାୟିତ୍ବ ତୁଲାଇଥିଲେ।କମିଟି ପକ୍ଷରୁ ବି.ଦାନେୟା,କେ.ଜଗଲୁ, ଏ.ରାଜୁ,ବି.ବାବାଜୀ,ଏନ୍. ଆପାରାଓ,ବି.ନାର୍ଷୀମୂଲ୍,ସିଏଚ.କ୍ରିଷ୍ଣା ପ୍ରମୁଖ ସହଯୋଗ କରିଥିଲେ।