ଅସୁରମୁଣ୍ତା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୋନପୁର ବ୍କକ ଅସୁରମୁଣ୍ତା ଆଶ୍ରମ ବିଦ୍ୟାଲୟର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି l

ପ୍ରଧାନଶିକ୍ଷକ ବୃନ୍ଦାବନ ବଟେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ନିବାସ ଆଚାରୀ ,ଅତିରୀକ୍ତ ମଙ୍ଗଳ ଅଧିକାରୀ ସରତଚନ୍ଦ୍ର ସାହୁ ଜିଲ୍ଲା ଅତିରୀକ୍ତ ମଙଲ ଅଧିକାରୀ ଉତ୍ତମ ମୁଁମୁ ,ସରପଚ, ଜ୍ୟୋତି ରଂଜନ ନୂଆଇଁ ,ଜଲେନ୍ଦ୍ର ସାହୁ ,ହୃଶୀକେସ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଗୀତିନାଟ୍ୟ ବିଳି ବାବନ ପ୍ରଦର୍ଶତ ହୋଇଥିଲା ଏବଂ ପରିଶେଷରେ ଶୈଲେସ ରଥ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes