ଅସହାୟ ଲୋକ ମାନଙ୍କୁ ବସ୍ତ୍ର,ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଅନଗୁଳ ଜିଲ୍ଲା ତାଳଚେର ବାଙ୍କଧରା ବସ୍ତିରେ ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧ ଦିବସରେ ସମାଜସେବୀ ଜିତେନ୍ଦ୍ର ମହାପାତ୍ର ଅସହାୟ ଲୋକମାନଙ୍କୁ ବସ୍ତ୍ର,ମାସ୍କ ଓ ଶୁଖିଲା ଖାଦ୍ୟ କିଛି ବଣ୍ଟନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version