ଅସହାୟଙ୍କୁ ସହାୟତା କରି ଜନ୍ମଦିନ ପାଳିଲେ ଦେବଦତ୍ତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ସିନ୍ଦୂରପୁର ଗ୍ରାମର ସ୍ବେଚ୍ଛାସେବୀ ଶିକ୍ଷକ ଦେବଦତ୍ତ ପଣ୍ଡା ଆଜି ତାଙ୍କ ଜନ୍ମଦିନ ଅବସରରେ ସିଲାଟି ଗ୍ରାମର ଅସହାୟ ମହିଳା ବିମଳା ଧରୁଆଙ୍କୁ ବିଭିନ୍ନ ସାମଗ୍ରୀ ସହାୟତା କରି ଜନ୍ମଦିନ ପାଲିଥିଲେ ।

ତାଙ୍କର ଏହି ମହନୀୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version