ଅସହାୟଙ୍କୁ ଶୁଦ୍ଧ କ୍ରିୟାରେ ସହାୟତା କଲା ଭରସା ପରିବାର

ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତ ଗୋଧିରାମ ପଡା ଗ୍ରାମର ମାନ ସିଂ ମୁଣ୍ଡାଙ୍କ ୪ବର୍ଷ ପୂର୍ବରୁ ମୃତ୍ୟୁ ପରେ ସ୍ତ୍ରୀ ସୋମବାରୀଙ୍କ ଗତ ୨୮ ତାରିଖ ମୃତ୍ୟୁ ହୋଇଥିଲା।

ବଡ଼ ପୁଅ କୃଷ୍ଣ ମୁଣ୍ଡା(୧୨ ) ଓ ସାନ ପୁଅ ଗଣେଶ ମୁଣ୍ଡା (୯) ଅସହାୟ ହୋଇପଡିଥିଲେ। ମଙ୍ଗଳବାର ଭରସା ସ୍ୱେଚ୍ଛାସେବୀ ସଂଗଠନ ଲମ୍ବୋଦର ମହାନ୍ତ, ପ୍ରେମଚାନ୍ଦ ପୃଷ୍ଟି, ଭରତ ଚନ୍ଦ୍ର ମହାନ୍ତ, ମଳୟ କୁମାର ବେଜ, ମହେଶ୍ବର ମହାନ୍ତ, ରାମଚନ୍ଦ୍ର ସୋରେନ, ଘନଶ୍ୟାମ ମହାନ୍ତ, ସାଧୁଚରଣ ହେମ୍ବ୍ରମ, କୃଷ୍ଣଚନ୍ଦ୍ର ମହାନ୍ତ, ବାସନ୍ତୀ ମହାନ୍ତ, ହିନ୍ଦୁ ମାଝୀ ପ୍ରମୁଖ ନାବାଳକ ପିଲାଙ୍କୁ ଶୁଦ୍ଧିକ୍ରିୟା ପାଇଁ ରେସନ ସାମଗ୍ରୀ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes