ଅସମ୍ପୂର୍ଣ୍ଣ ଫ୍ଲାଇ ଓଭର ଯୋଗୁଁ ଟ୍ରାଫିକ ସମସ୍ୟା

କେନ୍ଦୁଝର ଜିଲ୍ଲା ବଡ଼ବିଲରେ ପ୍ରଦୂଷଣ ସାଙ୍ଗକୁ ଟ୍ରାଫିକ ସମସ୍ୟାକୁ ନେଇ ସହରବାସୀ ନର୍କ ଯନ୍ତ୍ରଣା ଭଗୁଛନ୍ତି। ହଜାର ହଜାର କୋଟି ରାଜସ୍ବ ଦେଉଥିବା ଏହି ସହର ରେ ବାଇପାସ୍ ନ ଥିବା ବେଳେ ଅଧାପନ୍ତରିଆ ଫ୍ଲାଇ ଓଭର ଯୋଗୁଁ ଯାତାୟତରେ ସ୍ଥାନୀୟ ଲୋକେ ବହୁ ସମସ୍ୟା ଭୋଗୁଥିବ ବେଳେ ଧୂଳିଧୁଆଁ ପ୍ରଦୂଷଣରେ ହନ୍ତସନ୍ତ ହେଉଛନ୍ତି।

ଅଧପନ୍ତରିଆ ଫ୍ଲାଇଓଭର ଯୋଗୁଁ ଲେବଲ କ୍ରସିଂରେ ବିଶେଷ କରି ଛାତ୍ରୀ ଛାତ୍ର , ସାଧାରଣ ଲୋକ ବହୁ ହିନସ୍ଥା ହେଉଛନ୍ତି। ଡି ଏମ ଏଫ୍ ଅନୁଦାନରୁ ଏଥିପାଇଁ ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes