ଅଷ୍ଟ ପ୍ରହର ନାମଯଜ୍ଞରେ ଯୋଗ ଦେଲେ ପୂର୍ବତନ ଡେପୁଟି ମେୟର

ଉଦଳା ହାଇସ୍କୁଲ ଛକ ପଡ଼ିଆ ଠାରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି!ତ୍ରିନାଥ ଗୋସେଇଁ କମିଟି ଦ୍ୱାରା ଏହି ଅଷ୍ଟ ପ୍ରହର ନାମଯଜ୍ଞ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା

ରାମ ନାମ ଓ ହୋମ ଯଜ୍ଞ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା!ବିଶେଷ ଭାଵ ରେ ନିମନ୍ତ୍ରିତ ଅତିଥି ଭାବେ ଭୁବନେଶ୍ୱର ର ପୂର୍ବତନ ଡେପୁଟି ମେୟର ଭାରତୀ ସିଂ ଯୋଗ ଦେଇଥିଲେ!ଏହି ପରି କି ନାମ ସଂକୀର୍ତ୍ତନ ରେ ନିଜେ ଡେ଼ପୁଟି ମେୟର ମଜ୍ଜି ଯାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version