ଅଷ୍ଟ ପ୍ରହରୀ ନାମଯଜ୍ଞ ଉପଲକ୍ଷେ ଆଜି ନେତ ବନ୍ଧା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଠାରେ ଶିବରାତ୍ରୀ ଅଵସରରେ ହେବାକୁ ଥିବା ଅଷ୍ଟ ପ୍ରହରୀ ନାମଯଜ୍ଞ ଉପଲକ୍ଷେ ଆଜି ନେତ ବନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରେମାନନ୍ଦ ପାଢ଼ୀ ପୂଜାର୍ଚ୍ଚନା କରିଥିଲେ । ଏଥିରେ ଗୋପାଳ ବେହେରା, ଚିନ୍ମୟ ସାହୁ, ବଣ୍ଟି ପଧାନ, ଆଲୋକ ହୋତା, କଲାକାହ୍ନୁ ସାହୁ, କିଶୋର ଭୋଇ, ରିଟନ ବାଘ, ଶତିଆ ଡାଙ୍ଗ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version