ଅଳିଆ ଆବର୍ଜନା କୁଣ୍ଡ ନିର୍ମାଣକୁ ବିରୋଧ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଏନଏସି ୱାର୍ଡ ନମ୍ବର ୯ର ବସ୍ତଗ ବାସିନ୍ଦା ଆଜି ଏକ ଦାବି ପତ୍ର ପ୍ରଦାନ କରି ଅଷ୍ଟ ଶମ୍ଭୁ ପୋଖରୀ, ଗୋଡି ପୋଖରୀ, ମେଣ୍ଢାଖାଇ ଗ୍ରାମ ଦେବୀଙ୍କ ନିକଟରେ ନିର୍ମାଣ ହୈବାକୁ ଯାଉଥିବା ଅଳିଆ ଆବର୍ଜନା କୁଣ୍ଡ ନିର୍ମାଣକୁ ବିରୋଧ କରିଛନ୍ତି।

ଏହାକୁ ବିରୋଧ କରି ଉଦଳା ଏନଏସି ଅଧିକାରୀ, ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ମେଣ୍ଢାଖାଇ ଗ୍ରାମବାସୀଙ୍କ ତରଫରୁ ପ୍ରଦାନ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes