ଅଲିଭା ମହାସଂଘ ଓ ଜିଲ୍ଲା ପ୍ରଶାସନର ବୈଠକ

ଅଲିଭା ମହାସଂଘ ଓ ଜିଲ୍ଲା ପ୍ରଶାସନର ମିଳିତ ବୈଠକ ଦି ହଙ୍ଗର୍ ପ୍ରୋଜେକ୍ଟ ପକ୍ଷରୁ ମହିଳା ଜନ ପ୍ରତିନିଧିମାନଙ୍କୁ ନେଇ ଗଠନ ହୋଇଥିବା ଅଲିଭା ମହାସଂଘର ଜିଲ୍ଲା ସ୍ତରୀୟ ବୈଠକ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନି କକ୍ଷରେ ଅନୁଷ୍ଠିତ ହୋଇଯାଇଛି l

ହଙ୍ଗର ପ୍ରୋଜେକ୍ଟ ଜେଣ୍ଡର୍ ଏକ୍ସପୋର୍ଟ ଅନଙ୍ଗ ନେଗି ସମସ୍ତଙ୍କୁ ସ୍ୱାଗତ ଜଣାଇ ଅତିଥି ପରିଚୟ ପ୍ରଦାନ କରିଥିଲେ ର କ୍ଷେତ୍ର ପ୍ରଶିକ୍ଷକ ଗୁଣନିଧି ମାଝି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes