ଅଲମ୍ପିକ ମୂଲ୍ୟବୋଧ ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ଆଜି ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଟ୍ରଷ୍ଟ, ଅନ୍ତର୍ଜାତୀୟ ଅଲିମ୍ପିକ ଫାଉଣ୍ଡେସନ ଫର କଲଚର ଏଣ୍ଡ ହେରିଟେଜ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହଯୋଗରେ ଅଲିମ୍ପିକ ମୂଲ୍ୟବୋଧ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଚନ୍ଦ୍ରଶେଖରପୁରର ଗୋପବନ୍ଧୁ ଏକାଡେମୀରେ ଅନୁଷ୍ଠିତ ହୋଇଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes