ଅର୍ଦ୍ଧନିର୍ମିତ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର କୋରଡକଣ୍ଟା ସ୍ଥିତ ଏକ ଅର୍ଦ୍ଧନିର୍ମିତ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।

ମଞ୍ଚେଶ୍ୱର ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ମୃତ ମହିଳା ଜଣଙ୍କ ଶ୍ରମିକ ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes