ଅର୍ଚ୍ଚନା ନାଗ ମାମଲା; ହାଜର ହେଲେ ଅର୍ଚ୍ଚନା ଓ ଜଗବନ୍ଧୁ

କୋର୍ଟରୁ ବାହାରିବା ପରେ ଅର୍ଚ୍ଚନା ନାଗ କହିଛନ୍ତି, ଉଭୟ ନୟାପଲ୍ଲୀ, ଖଣ୍ଡଗିରି ମାମଲାରେ ଅନେକ ସତ ଲୁଚି ରହିଛି ।

ଅନ୍ୟପଟେ ହାଇଦ୍ରାବାଦ CFSLକୁ ଗଲା ଅର୍ଚ୍ଚନା ନାଗର ୨ଟି ମୋବାଇଲ।କୋଲକାତା CFSL ରିପୋର୍ଟ ଦେଇନପାରିବାରୁ ହାଇଦ୍ରାବାଦ ଗଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes