ଅର୍ଚ୍ଚନା ନାଗ ମାମଲାକୁ ନେଇ ବିଧାନସଭାରେ ମୁଲତବି ଆଲୋଚନା

ବିଜେପି ପକ୍ଷରୁ ଆଗତ ମୁଲତବିର ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ସରକାର କେବେ ବି ଅପରାଧୀଙ୍କୁ ସୁରକ୍ଷା ଦିଅନ୍ତି ନାହିଁ।

ଅଭିଯୋଗ ସଂପୂର୍ଣ୍ଣ ଅସତ୍ୟ, ନାଗ ଦଂପତି ଘଟଣାରେ ୨ଟି ମାମଲା ହୋଇ ଉଭୟଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes