ଅର୍ଚ୍ଚନା ଓ ଖଗେଶ୍ୱରଙ୍କୁ ଜେଲ୍‌ରେ ଜେରା ପାଇଁ ଆବେଦନ

ଅର୍ଚ୍ଚନା ନାଗ ଓ ଖଗେଶ୍ୱର ପାତ୍ରଙ୍କୁ ଗୋଟିଏ ଦିନ ଜେଲ୍‌ରେ ଜେରା ପାଇଁ କୋର୍ଟରେ ଆବେଦନ କରିଛି ଇଡି।

ବେଆଇନ ଅର୍ଥ କାରବାର ନେଇ ନୂଆ ତଥ୍ୟ କାଢ଼ିବା ଲକ୍ଷ୍ୟ ରଖିଛି ଇଡି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version