ଏଥିପାଇଁ ଜମି ମଗାଯାଇଛି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀ ନୂଆ ଓଡ଼ିଶା ଭବନ ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ମୁମ୍ବାଇରେ ବି ଆଉ ଗୋଟିଏ ଓଡ଼ିଶା ଭବନ ନିର୍ମାଣ ହେବ। ଏବେ କୋଲକାତା, ଚେନ୍ନାଇ, ମୁମ୍ବାଇରେ ଓଡ଼ିଶା ଭବନ ଅଛି।
Credible Local News of Odisha