ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା; ଡିଜିପିଙ୍କୁ ଭେଟିଲା ବିଜେପି ଟିମ୍‌

ଡିଜିପିଙ୍କୁ ଭେଟିବା ପରେ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଭଙ୍ଗାରୁଜା ଘଟଣାରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ସମ୍ପୃକ୍ତି ରହିଛି।

ପୁଲିସ ଡିଜିପିଙ୍କୁ ଅବଗତ କରି କାର୍ଯ୍ୟାନୁଷ୍ଠାନ ଦାବି କଲୁ, କାର୍ଯ୍ୟାନୁଷ୍ଠାନ ନ ହେଲେ ପୁଲିସ ଉପରୁ ଲୋକଙ୍କ ଭରସା ତୁଟିଯିବ ବୋଲି ଗୋଲକ ଗଣମାଧ୍ୟମଙ୍କୁ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes