ଅମିତ ଶାହଙ୍କୁ ସ୍ୱାଗତ ପାଇଁ ବିମାନବନ୍ଦର ଅଞ୍ଚଳ ଲୋକାରଣ୍ୟ

କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସୁଥିବାରୁ ତାଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ବିମାନବନ୍ଦର ଅଞ୍ଚଳ ରବିବାର ରାତିରେ ଲୋକାରଣ୍ୟ ହୋଇପଡିଛି l
ଆସନ୍ତାକାଲି କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes