ଅମାୟିକ ବ୍ୟକ୍ତିଙ୍କ ଦେହାନ୍ତରେ ଶୋକ

କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ୱାମ ଖଶା ପିଠା ସାହି ର ଅମାୟିକ ବ୍ୟକ୍ତି ଜଗ ବନ୍ଧୁ ମହାନ୍ତ ଙ୍କ ୯୭ ବର୍ଷ ବୟସ ରେ ସୋମବାର ରାତ୍ରି ରେ ପରଲୋକ ଘଟିଛି। କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ଥିଲେ।

ସ୍ୱାମ ବଡ଼ ନାଳ କୂଳରେ ମଙ୍ଗଳବାର ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି। ପୁଅ ହର ମୋହନମହାନ୍ତ ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେପୁଅ ମଦନ, ଲୋକ ନାଥ, ହର ମୋହନ, ଆର୍ତ୍ତ ତ୍ରାଣ,ଝିଅ ଉର୍ମିଳା,୪ ବୋହୁ, ନାତି- ନାତୁଣୀବୋହୁ, ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes