ଅମରପାଲି ପ୍ରିମିୟର ଲିଗ : ଗୁଦଗୁଦା ଚମ୍ପିଆନ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅମରପାଲି ଜେମସ ଷ୍ଟାର କ୍ଲବ ଆନୁକୂଲ୍ୟରେ ଚାଲିଥିବା ଅମରପାଲି ପ୍ରିମିୟର ଲିଗ କ୍ରିକେଟର ଫାଇନାଲ ମ୍ୟାଚରେ ବୁଧବାର ବଡମାଳକୁ ହରାଇ ଗୁଦଗୁଦା ଦଳ ଚମ୍ପିଆନ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version