ହାଇକୋର୍ଟରେ ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ଅନ୍ତରୀଣ ଜାମିନ ବଳବତ୍ତର ରହିଛି। ମୁନାଙ୍କ ଚିକିତ୍ସା ସମ୍ପର୍କିତ ତଥ୍ୟ ଦାଖଲ କରିଛି ସିବିଆଇ।
ଅସ୍ତ୍ରୋପଚାର ସମ୍ପର୍କିତ ସତ୍ୟପାଠ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ଆସନ୍ତା ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଚିକିତ୍ସା ପାଇଁ ଅନ୍ତରୀଣ ଜାମିନରେ ଅଛନ୍ତି ମୁନା ମହାନ୍ତି।