ଅଭିଯୁକ୍ତ ଆଶୀର୍ବାଦ ବେହେରାକୁ ରିମାଣ୍ଡରେ ନେଲା ପୁଲିସ

ସାଙ୍ଗକୁ ମାରି କୂଅରେ ଫିଙ୍ଗିବା ଘଟଣାରେ ଅଭିଯୁକ୍ତ ଆଶୀର୍ବାଦ ବେହେରାକୁ ୨ ଦିନିଆ ରିମାଣ୍ଡରେ ନେଇଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ପୁଲିସ।

ଦୀକ୍ଷିତପଡାର ଏକ କୂଅରୁ ଆଶୁତୋଷ ମହାପାତ୍ରଙ୍କ ମୃତଦେହ ମିଳିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes