ଅଭିଯୁକ୍ତଙ୍କୁ ଆଜୀବନ ଜେଲ ମିଳୁ : ଏସିଡ ପୀଡିତା

2009 ଏପ୍ରିଲ 18ରେ ହୋଇଥିବା ଏସିଡ ମାଡ଼ ମାମଲାରେ ଆଜି କୋର୍ଟ ଦୁଇ ଅଭିଯୁକ୍ତଙ୍କୁ 14 ବର୍ଷ ଲେଖାଏଁ ଜେଲ ଓ 15 ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଥିବା ବେଳେ ଦଣ୍ଡାଦେଶ ଯଥେଷ୍ଟ ନୁହେଁ ବୋଲି କହିଛନ୍ତି ପୀଡିତା ପ୍ରମୋଦିନୀ ରାଉଳ l

ସେ କହିଛନ୍ତି, ବିଗତ 14 ବର୍ଷ ଧରି ମୁଁ କଷ୍ଟ ପାଉଛି l ଅଭିଯୁକ୍ତଙ୍କୁ ଆଜୀବନ ଜେଲ ହେବା ଉଚିତ l କୋର୍ଟଙ୍କ ଉପରେ ମୋର ଭରସା ଅଛି l ଦୋଷୀଙ୍କୁ ଅଧିକ ଦଣ୍ଡ ଦେବାକୁ ହାଇକୋର୍ଟରେ ସେ ଆବେଦନ କରିବେ ବୋଲି କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes