ଅଭିଭାବକ ନଆସିବାରୁ ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦିଆଯାଇଥିବା ଅଭିଯୋଗ

ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ୟାରେଣ୍ଟ-ଟିଚର୍ସ ମିଟିଂକୁ ଅଭିଭାବକ ନଆସିବାରୁ ଛାତ୍ରଛାତ୍ରୀଙ୍କୁ ଦଣ୍ଡିତ କରାଯାଇଥିବା ଅଭିଯୋଗ ହୋଇଛି।

ଛାତ୍ରଛାତ୍ରୀଙ୍କୁ ସ୍କୁଲ୍‌ ବାହାରେ ବର୍ଷାରେ ଛିଡ଼ା କରାଯାଇଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version