ଅଭିନେତା ରାଇମୋହନଙ୍କ ଶେଷକୃତ୍ୟ ସମ୍ପନ୍ନ

ଆଜି ଆତ୍ମହତ୍ୟା କରିଥିବା ଅଭିନେତା ରାଇମୋହନ ପରିଡାଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ୱାରରେ ସମ୍ପନ୍ନ ହୋଇଛି l ତାଙ୍କ ସାନ ଝିଅ ମୁଖାଗ୍ନି ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes