ଅଭିନେତା ଅନୁଭବ ମହାନ୍ତିଙ୍କ ବାପାଙ୍କ ପରଲୋକ

୭୪ ବର୍ଷ ବୟସରେ ଅଭୟ ମହାନ୍ତିଙ୍କ ପରଲୋକ ଘଟିଛି।

ଦୀର୍ଘଦିନ ଧରି ସେ କୀଡନି ରୋଗରେ ପୀଡ଼ିତ ଥିଲେ। କଟକ ନନ୍ଦିସାହି ବାସଭବନରେ ଚାଲିଛି ଶେଷ ଦର୍ଶନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes