ଅବ୍ୟବସ୍ଥା ନେଇ ବିଦ୍ୟାଳୟ ଘେରିଲେ ସ୍ଥାନୀୟ ବାସିନ୍ଦା

ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ରଙ୍ଗିାଆପାଳ ବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ ଆଜି ସ୍ଥାନୀୟ ବାସିନ୍ଦା ବିଦ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳିଛି।

ଏଥିରେ ସହଯୋଗ କରିଛନ୍ତି ପାଳଲହଡା ଯୁବରାଜ ବାଳକୃଷ୍ଣ ପାଳ ଓ ଆଦିବାସୀ ନେତା ଭିମସେନ ମାଝୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes