ଅବସର ପ୍ରାପ୍ତ ଶିକ୍ଷକ ପରମାନନ୍ଦ ପାଣିଙ୍କ ବିୟୋଗ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗରରାଜନଗର ଦେଉଳିଆ ସାହିର ଅବସର ପ୍ରାପ୍ତ ଶିକ୍ଷକ ପରମା ନନ୍ଦ ପାଣିଙ୍କ ୮୪ ବର୍ଷ ବୟସରେ ଶନିବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି।

କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ରଞ୍ଜନ ପାଣି ଓ ପୁତ୍ରବଧୂ ଗୀତାଞ୍ଜଳି ପାଣି, ପୁଅ ସଞ୍ଜୟ ଉପସ୍ଥିତି ଥିଲେ। ଶନିବାର ରାତ୍ରିରେ ରାଜନଗର ବୈତରଣୀ ନଦୀ କୂଳ ସ୍ୱର୍ଗ ଦ୍ଵାର ଶ୍ମଶାନରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି । ବଡ ପୁଅ ରଞ୍ଜନ ମୁଖାଗ୍ନି ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes