ଅବସର ପ୍ରାପ୍ତ ରେଞ୍ଜ ଅଧିକାରୀଙ୍କ ଦେହାନ୍ତ

ଅବସରପ୍ରାପ୍ତ ରେଞ୍ଜ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ଙ୍କ ୮୧ ବର୍ଷ ବୟସରେ ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇଛି।

ସେ ଜଣେ ମେଳାପି ଓ ଧାର୍ମିକ ବ୍ୟକ୍ତି ଥିଲେ। ତାଙ୍କ ର ଦେହାନ୍ତ ଖବର ପାଇ କୋର୍ଟ ପାଖ ବାସ ଭବନରେ ଶୁଭେଚ୍ଛୁ ଙ୍କ ଭିଡ ଜାଣିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes