ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ସୋନପୁର ସଦରବ୍ଲକ ଅନ୍ତର୍ଗତ ଲଛିପୁର ମେହେର କଲ୍ୟାଣ ମଣ୍ଡପ ଠାରେ ଲଛିପୁର ଫାଣ୍ତି ଅଧିକାରୀ ପ୍ରଦିପ କୁମାର ପଧାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଜିଲ୍ଲା ଆରକ୍ଷ ଅଧ୍ଯକ୍ଷ, ଡୁଙ୍ଗୁରିପାଲି ଥାନା ଅଧିକାରୀ, ଏସ୍ ଡି ପିଓ ,ବିଏମ୍ ପୁର ଏସ୍ ଡିପିଓ ସୋନପୁର ,ସମେତ ଅଞ୍ଚଳର ଜନସାଧାରଣ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version