ଅବକାରୀ ବିଭାଗ ପକ୍ଷରୁ ୧୦ ଲିଟର ଦେଶି ମଦ ସହ ବାଇକ ଜବତ

ସୁବର୍ଣ୍ଣପୁର ଜିଲ୍ଲା ଉଲଣ୍ଡା ବ୍ଲକ ଅନ୍ତର୍ଗତ ଅଇଲାଛାଟ ରାସ୍ତାରୁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୦ ଲିଟର ଦେଶି ମଦ ସହ ଏକ ବାଇକ ଜବତ କରାଯାଇଛି ।

ଭାରପ୍ରାପ୍ତ ଅବକାରୀ ଅଧିକ୍ଷକ ଅଶୋକ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜଣକୁ ବାଇକ ସହ ୧୦ ଲିଟର ମଦ ସହ ଜବତ କରି କୋଟ୍ ଚାଲାଣ କରିଥିବା ଜଣାପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version