ସୁବର୍ଣ୍ଣପୁର ଜିଲ୍ଲା ଉଲଣ୍ଡା ବ୍ଲକ ଅନ୍ତର୍ଗତ ଅଇଲାଛାଟ ରାସ୍ତାରୁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୦ ଲିଟର ଦେଶି ମଦ ସହ ଏକ ବାଇକ ଜବତ କରାଯାଇଛି ।
ଭାରପ୍ରାପ୍ତ ଅବକାରୀ ଅଧିକ୍ଷକ ଅଶୋକ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜଣକୁ ବାଇକ ସହ ୧୦ ଲିଟର ମଦ ସହ ଜବତ କରି କୋଟ୍ ଚାଲାଣ କରିଥିବା ଜଣାପଡ଼ିଛି ।