ଅବକାରୀ ବିଭାଗରେ ଆର୍ଥିକ ଠକେଇ: ୨ ଗିରଫ

୩.୬୭ କୋଟି ଟଙ୍କାର ଠକେଇ ନେଇ ଅଇଁଠାପଲି ଥାନାରେ ଅଭିଯୋଗ କରିଛନ୍ତି। ୨୩.୪୬ ଲକ୍ଷ ନଗଦ ଟଙ୍କା ଜବତ ସହ ବିଭିନ୍ନ ବ୍ୟାଙ୍କର ୪୪ ଲକ୍ଷ ଟଙ୍କା ଫ୍ରିଜ୍‌ କରିଛନ୍ତି। ଜଣେ ଅବସରପ୍ରାପ୍ତ ASI ଓ କିରାଣୀଙ୍କୁ ବାନ୍ଧିଲା ପୋଲିସ। ଅଡିଟରେ ହେରଫେର କରି ଠକେଇ କରିଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes