ଅପହୃତ ହୋଇଥିବା ୩ ବସ୍‌ କର୍ମଚାରୀ ଉଦ୍ଧାର

ପଶ୍ଚିମବଙ୍ଗ ପଟାସପୁରରୁ ଉଦ୍ଧାର କଲା ତାଳସାରୀ ମେରାଇନ୍ ପୁଲିସ।

୧୫ ତାରିଖରେ ପଶ୍ଚିମବଙ୍ଗ ସୀମାରୁ ଅପହରଣ ଅଭିଯୋଗ ହୋଇଥିଲା।ଜଣେ ଅପହୃତଙ୍କ ପତ୍ନୀ ମୁକ୍ତି ପାଇଁ ୬୦ ହଜାର ଅନଲାଇନ୍‌ରେ ପଠାଇଥିଲେ। ଟ୍ରାକିଂ କରି ଉଦ୍ଧାର କଲା ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes