କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଅପହୃତ ନାବାଳିକା ଝିଅକୁ ଉଦ୍ଧାର ଦାବିରେ ବିଷ ପିଇ ବାପା ଗୁରୁତର ହୋଇଛନ୍ତି। ମେ ୨୭ରେ ଘଟଣା ଘଟିଥିଲେ ବି ପୁଲିସ ହାତ ଖାଲି ପାଇଁ ନିରାଶ ପରେ ବିଷ ପିଇଲେ।
Credible Local News of Odisha