ଅପହରଣ ଓ ବଳାତ୍କାର ମାମଲାରେ ଦଶ ବର୍ଷ ଜେଲ

2016 ମସିହାରେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଥାନା ଅଞ୍ଚଳରେ ହୋଇଥିବା ଏକ ଅପହରଣ ଓ ବଳାତ୍କାର ମାମଲାର ଶୁଣାଣି କରି କୋର୍ଟ ଆଜି ଅଭିଯୁକ୍ତକୁ 10 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes