ଭଦ୍ରକ ମୋଟେଲ୍ ଛକ ସ୍ଥିତ ଏକ ଘରୋଇ ନର୍ସିଂହୋମ୍ରେ ଗତକାଲି ଟ୍ୟୁମର ଅପରେସନ ବେଳେ ମହିଳାଙ୍କ ମୃତ୍ୟୁକୁ ଉତ୍ତେଜନା ଦେଖାଦେଇଛି।
ମହିଳାଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କ ଅବହେଳାକୁ ଦାୟୀ କଲେ ପରିବାର ଲୋକେ। ସଂପୃକ୍ତ ନର୍ସିଂହୋମ୍ରେ ଟାଉନ୍ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି।
Credible Local News of Odisha