ସପ୍ତାହକ ଭିତରେ ଦ୍ବିତୀୟ ଥର ପାଇଁ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ କରିବେ ସମୀକ୍ଷା।
ମୁଖ୍ୟ ଶାସନ ସଚିବ, ଡିଜିପି ବୈଠକରେ ଉପସ୍ଥିତ ରହିବେ। ରାଜ୍ୟର ସବୁ ଜିଲ୍ଲାର ଏସ୍ପି ଭିସି ଜରିଆରେ ଯୋଡ଼ି ହେବେ କହିଛନ୍ତି ମୁଖ୍ୟମନ୍ତ୍ରୀ।
Credible Local News of Odisha