ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବି February 21, 2026 by Odisha ବିରୋଧୀଙ୍କ ଲଗାତାର ହଟ୍ଟଗୋଳ ପାଇଁ ମୁଲତବି ଘୋଷଣା କଲେ ବାଚସ୍ପତି। ଶୂନ୍ୟକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସ ନାରାବାଜି କରିଥିଲେ।