ଅପରାଜିତାଙ୍କ ପଦଯାତ୍ରା ଉପରକୁ ଟମାଟୋ ମାଡ଼

ଭୁବନେଶ୍ବର ସାଂସଦ ଅପରାଜିତା ମହାପ୍ରଭୁଙ୍କ ଦର୍ଶନ ପାଇଁ ପଦଯାତ୍ରାରେ ଯାଉଥିବା ବେଳେ ଟମାଟୋ ମାଡ଼ ହୋଇଛି।

ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଜଣେ ଯୁବକ ଟମାଟୋ ଫିଙ୍ଗିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes