ଅନ୍ୟାଦେଶ ପର୍ଯ୍ୟନ୍ତ ମୁଣ୍ଡଳି ଟୋଲ୍‌ ଗେଟ୍‌ ସିଲ୍‌ କଲା ପ୍ରଶାସନ

କଟକ ଆଠଗଡ଼ ମୁଣ୍ଡଳି ଟୋଲ୍‌ ଗେଟ୍‌ରେ ଛତିଶଗଡ଼ ତୀର୍ଥଯାତ୍ରୀଙ୍କୁ ଆକ୍ରମଣ ପରେ ପ୍ରଶାସନ ଏହି ପଦକ୍ଷେପ ନେଇଛି।

ତୀର୍ଥଯାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version