କଳାହାଣ୍ଡି ଝିଅ ତଥା ଭୁବନେଶ୍ୱର ପୂର୍ବତନ ମେୟର ପ୍ରାର୍ଥୀନୀ ବିଜେପି ନେତ୍ରୀ ସୁନୀତି ମୁଣ୍ଡ ଆଜି ଭବାନୀପାଟଣା ସ୍ଥିତ ବାଳକୃଷ୍ଣ ସେବା ନିକେତନ ଆଶ୍ରମ ପରିଦର୍ଶନରେ ଆସି ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଆଶ୍ରୟ ଦେଇଥିବା ଶିକ୍ଷକ ସମାଜସେବୀ ହେମନ୍ତ ମୁଣ୍ଡଙ୍କୁ ପ୍ରଶଂସା କରିଥିଲେ ।

Credible Local News of Odisha