ଅନ୍ତର୍ଜାତୀୟ ମାଗାଜିନ୍ ‘ନ୍ୟାସନାଲ ଜିଓଗ୍ରାଫିକ୍’ର କଭରପେଜ୍ରେ ଓଡ଼ିଶାର କଳାବାଘକୁ ଦେଖିବାକୁ ମିଳିଛି। କଳା ରଙ୍ଗ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଛି ଶିମିଳିପାଳର ମହାବଳ ବାଘ।
Credible Local News of Odisha