ଅନୁଭବଙ୍କୁ ଜେରା ପାଇଁ ବର୍ଷାଙ୍କ ପିଟିସନର ଶୁଣାଣି ଆସନ୍ତା 30ରେ

ସାଂସଦ ଅଭିନେତା ଅନୁଭବ ମହାନ୍ତିଙ୍କୁ ଜେରା ପାଇଁ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ହାଇକୋର୍ଟରେ ଆଗତ ଏକ ପିଟିସନର ଆଜି ଶୁଣାଣି ହୋଇଛି ଏବଂ ଆସନ୍ତା 30 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes