ଅନୁଗୁଳରେ ଆଜିକାର ତାପମାତ୍ରା 37.7 ଡିଗ୍ରୀ June 9, 2022 by Odisha ଆଜି ଦିନବେଳା ଅନୁଗୁଳ ସହରରେ ତାପମାତ୍ରା 37.7 ଡିଗ୍ରୀ ଥିବା ବେଳେ ତାଳଚେରରେ ଥିଲା 38.2 ଡିଗ୍ରୀ l