ଅନଶନ ପ୍ରସଂଗରେ ଜରୁରୀ ବୈଠକ ଡାକିଲେ ସରପଞ୍ଚ

ବୀରମହାରାଜପୁର ଅଦ୍ୟ ତା ୧୧ରିଖ ପୂର୍ବାହ୍ନ ୧୧ଟାରେ ଶ୍ରୀୟା କର୍ମୀ ସରପଂଚ ଙ୍କ ଆହ୍ବାନ କ୍ରମେ ଏକ ଜରୁରୀ ବୈଠକ ଉଫୁଲା ଗ୍ରାମ ପଞ୍ଚାୟତ ସଭଗୃହରେ ଅନୁଷ୍ଠିତ ହୋଇଯାଇଅଛି।ପଞ୍ଚାୟତ ବୈଠକରେ ପି ଇ ଓ ମିତ।ଞ୍ଜଳି ରଥ ଚିଠିପତ୍ର ଆଦାନପ୍ରଦାନ ସଂପର୍କରେ ଓ ଆୟବ୍ୟୟ ସଂପର୍କରେ ଅବଗତ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes