ଅନଲାଇନରେ ହେବ ଏସସିବି ଓପିଡ଼ି ଟିକେଟ

କଟକ ଏସସିବି ହସ୍ପିଟାଲରେ ଆସନ୍ତା ୯ତାରିଖରୁ ଆରମ୍ଭ ହେବ ଅନଲାଇନରେ ରୋଗୀ ପଞ୍ଜୀକରଣ ସେବା ।

ଅନଲାଇନରେ ଟିକେଟ ପ୍ରିଣ୍ଟ କରି ଓପିଡିକୁ ଆସିପାରିବେ ।www.eswasthya.odisha.in ରେ ଟିକେଟ ଡାଉନଲୋଡ଼ କରିପାରିବେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes